Jump to content

ନିଶ୍ଚୀୟମାନ

ଉଇକିଅଭିଧାନ‌ରୁ

ନିଶ୍ଚୀୟମାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନିର୍+ଚି ଧାତୁ=ଗମନ କରିବା+କର୍ମ. ଶାନଚ୍)

[ସମ୍ପାଦନା]
୧. ଯାହାକୁ ନିଶ୍ଚିତ କରାଯାଉଅଛି — ୧. Which is being ascertained.
୨. ବିଚାରାଧୀନ —୨. Under consideration.