ନିଶ୍ଚେଁ କରିବା
ସ୍ଥିର କରିବା — To ascertain; to settle.
ଦମୟନ୍ତୀ ବୋଲି ମନରେ ନିଶ୍ଚେଁ କଲେ— କୃଷ୍ଣସିଂହ. ମହାଭାରତ. ବନ