Jump to content

ନିଶ୍ଚେତନ

ଉଇକିଅଭିଧାନ‌ରୁ

ନିଶ୍ଚେତନ

ଉଚ୍ଚାରଣ

[ସମ୍ପାଦନା]
(ନିଶ୍ଚେତନା—ସ୍ତ୍ରୀ) 

(ନିଶ୍ଚେତନତା—ବି)

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ନିର୍+ଚେତନା)

[ସମ୍ପାଦନା]
୧. ଜଡ଼; ଅଚେତନ; ପ୍ରାଣହୀନ — ୧. Lifeless; void of sensation.
୨. ଅଜ୍ଞାନ —୨. Insensible.
୩. କ୍ରୋଧାଦିହୀନ —୩. Dispassionate.