ନିଶ୍ଚେଷ୍ଟତା
ଦେଖଣା
ନିଶ୍ଚେଷ୍ଟତା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନିଶ୍ଚେଷ୍ଟ+ଭାବାର୍ଥେ. ତା)
[ସମ୍ପାଦନା](ନିଶ୍ଚେଷ୍ଟତ୍ୱ—ଅନ୍ୟରୂପ)
- ୧. ଗତିରାହିତ୍ୟ — ୧. Inertia; motionlessness
[ଦ୍ରଷ୍ଟବ୍ୟ —ଯେଉଁ ଗୁଣ ଥିବାରୁ ଜଡ଼ବସ୍ତୁମାନେ ନିଜେ ନିଜେ ଚଳି ପାରନ୍ତି ନାହିଁ ବା ଚାଳିତ ହେଲେ ନିଜେ ନିଜେ ସ୍ଥିର ହୋଇ ରହି ପାରନ୍ତି ନାହିଁ, ତାହାକୁ 'ନିଶ୍ଚେଷ୍ଟତା' ବୋଲାଯାଏ]
- ୨. ଆଳସ୍ୟ —୨. Laziness; indolence; slothfulness; lethargy.