ନିଶ୍ଚୟ କରିବା
ଦେଖଣା
ନିଶ୍ଚୟ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନିଶ୍ଚୟ କରିବା
|
ଦେଶଜ - କ୍ରି.
[ସମ୍ପାଦନା]- ୧. ସ୍ଥିର କରିବା — ୧. To ascertain.
- ୨. କୃତସଂକଳ୍ପ ହେବା; ମନରେ ସଂକଳ୍ପ କରିବା — ୨. To determine; to resolve.
- ୩. ମୀମାଂସା କରିବା —୩. To settle.