Jump to content

ନିଶ୍ରମରେ

ଉଇକିଅଭିଧାନ‌ରୁ

ନିଶ୍ରମରେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]
୧. ଅକ୍ଳାନ୍ତଭାବରେ; କ୍ଳାନ୍ତ ନ ହୋଇ — ୧. Untiringly.
୨. ଅଧ୍ୟବସାୟ ସହକାରେ —୨. Perseveringly.

ନର ନାରାୟଣ ବଦରୀ ଆଶ୍ରମରେ, ଶଗଡ଼ରେ ବସି ତଯନ୍ତି ନିଶ୍ରମରେ କୃଷ୍ଣସିଂହ, ମହାଭାରତ. ଶାନ୍ତି