ନିଶ୍ୱସିତ
ଦେଖଣା
ନିଶ୍ୱସିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ନି=ବାହାରକୁ+ଶ୍ୱସ୍ ଧାତୁ=ନିଶ୍ୱାସ ମାରିବା+କର୍ତ୍ତୃ. ତ)
[ସମ୍ପାଦନା]- ୧. ଯେ ନିଶ୍ୱାସ ମାରିଅଛି —୧. Having exhaled.
- ୨. ନିଶ୍ୱାସ ମାରୁଥିବା —୨. Breathing.
ସଂସ୍କୃତ - ବିଶେଷ୍ୟ - (ନି+ଶ୍ୱସ୍ ଧାତୁ+ଭାବ. ତ)
[ସମ୍ପାଦନା]- ୧. ନିଶ୍ୱାସ; ନାକବାଟେ ବାହାରକୁ ପବନ ଛାଡ଼ିବା — ୧. Breathing; exhaling.
- ୨. ନିଶ୍ୱାସ ପ୍ରଶ୍ୱାସ —୨. Respiration; breath; expiration and inspiration (M.W.).