Jump to content

ନିଶ୍ୱାସ ଅକଟିବା

ଉଇକିଅଭିଧାନ‌ରୁ

ନିଶ୍ୱାସ ଅକଟିବା

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Niṡwāsa akaṭibā
  • ଆଇ.ପି.ଏ. — nˈɔ hɾˌɔʃʃoˈikaɾ tˌaleboʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈakaɾ dˌonteʃʃˈɔ ˈʌkʌʈˌiba

ଅନୁବାଦ

[ସମ୍ପାଦନା]

ନିଶ୍ୱାସ ଅଟକିବା, ନିଶ୍ୱାସ ରୁଦ୍ଧିଦେବା, ନିଶ୍ୱାସ ଅଟକିଯିବାଅନ୍ୟରୂପ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଦମ୍ ଅଟକି ଯିବା; ବେଦମ୍ ହେବା; ପବନ ଅଟକି ଯିବା ଯୋଗୁଁ ଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇଯିବା; ଶ୍ୱାସରୋଧ — Stoppage of breathing; suspension of breath; being out of breath.