Jump to content

ନିଶ୍ୱାସ ପକେଇବା

ଉଇକିଅଭିଧାନ‌ରୁ

ନିଶ୍ୱାସ ପକେଇବା

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Niṡwāsa pakeibā
  • ଆଇ.ପି.ଏ. — nˈɔ hɾˌɔʃʃoˈikaɾ tˌaleboʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈakaɾ dˌonteʃʃˈɔ pˈʌkewˌiba

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ନିଶ୍ୱାସ ମାରିବା — ୧. To breathe.
୨. ବାହାରକୁ ଶ୍ୱାସ ବାୟୁ ଛାଡ଼ିବା — ୨. To emit breathe; to exhale.


୩. (ସବଳ ଅତ୍ୟାଚାରୀ ବ୍ୟକ୍ତିପ୍ରତି ଦୁର୍ବଳ ଅତ୍ୟାଚାରିତ ବ୍ୟକ୍ତି) ଦୀର୍ଘନିଶ୍ୱାସ ଛାଡ଼ିବାବେଳେ ଅଭିଶାପ ଦେବା — ୩. To curse the strong oppressor with the sigh which is the outcome of oppression.
୪. ଦୁଃଖରେ ଖର ନିଶ୍ୱାସ ଛାଡ଼ିବା — ୪. To sigh with grief.

କଆଁସ ପୂନେଇରେ ଘରେ ପିଠାଟିଏ ଛେନା ଟିକିଏ ହେଲେ ଶାରିଆ ନିଶ୍ୱାସ ପକାଏ ଫକୀରମୋହନ. ଛମାଣଆଠଗୁଣ୍ଠ