ନିଶ୍ୱାସ ପଡ଼ିବା
ଦେଖଣା
ନିଶ୍ୱାସ ପଡ଼ିବା
ଉଚ୍ଚାରଣ
[ସମ୍ପାଦନା](ନିଶ୍ୱାସ ପଡ଼ିଯିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କୌଣସି ଅତ୍ୟାଚାରୀ ବ୍ୟକ୍ତି ଉପରେ ଦୁଃଖାର୍ତ୍ତ ବା ପ୍ରପୀଡ଼ିତ ବ୍ୟକ୍ତିର ଅସନ୍ତୋଷ— ଜନିତ ଅଭିଶାପ ସଫଳ ହେବା — ୧. The taking effect of a curse by the oppressed on the oppressor.
- ୨. ଅତ୍ୟାଚାରିତ ବ୍ୟକ୍ତିଦ୍ୱାରା ଅତ୍ୟାଚାରୀ ଅଭିଶପ୍ତ ହେବା — ୨. The utterance of a curse, accompanied with a sigh, by an oppressed person.