ନିଶ୍ୱାସ ମାରିବା
ଦେଖଣା
ନିଶ୍ୱାସ ମାରିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ନାସାଦ୍ୱାରା ବାୟୁ ପେଟ ଭିତରକୁ ନେବା ଓ ବାହାରକୁ ଛାଡ଼ିବା — ୧. To breathe.
- ୨. ସ୍ୱସ୍ତି ଓ ସୁଖ ବୋଧ କରିବା — ୨. To feel at ease; to feel comfortable.
(ଯଥା—କାମର ଝଞ୍ଜଟରୁ ମୁକ୍ତ ହୋଇ ମୁଁ ନିଶ୍ୱାସ ମାରିଲି)
ନିଶ୍ୱାସ ମାରିବା
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ନାକ ବାଟେ ପବନ ନେବା ଆଣିବା କରିବା; ୨ (ଲକ୍ଷଣାର୍ଥ) ଅଳ୍ପ ସମୟ ବିଶ୍ରାମ କରିବା; ଫୁର୍ସତ୍ ନେବା