Jump to content

ନିଶ୍ୱାସ ରୋଧ

ଉଇକିଅଭିଧାନ‌ରୁ

ନିଶ୍ୱାସ ରୋଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(୬ଷ୍ଠୀ ତତ୍; ନିଶ୍ୱାସ+ରୋଧ)

[ସମ୍ପାଦନା]
୧. କୁମ୍ଭକ; ପ୍ରାଣାୟାମଦ୍ୱାରା ଶ୍ୱାସର ଅବରୋଧ — ୧. Act of restraining or holding up one's breath for a long time.
୨. ନିଶ୍ୱାସର ଗତି ବନ୍ଦ ହେବା —୨. Suffocation.