Jump to content

ନିଷଙ୍ଗ

ଉଇକିଅଭିଧାନ‌ରୁ

ନିଷଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ନି+ସନ୍ଜ୍ ଧାତୁ=ଆଲିଙ୍ଗନ କରିବା+ଭାବ. ଅ)

[ସମ୍ପାଦନା]
୧. ସଂସର୍ଗ; ସମ୍ମିଲନ; ସଙ୍ଗ — ୧. Association.
୨. (+ଅଧି. ଅ) ଶରମୁଣା; ତୁଣୀର —୨. A quiver.
୩. ମୁହଁରେ ଫୁଙ୍କା ଯାଇ ବଜା ଯାଉ ଥିବା ଏକ ପ୍ରକାର ବାଜା (ହିନ୍ଦୀ - ଶବ୍ଦସାଗର) —୩. A kind of flute.
୪. ଖଡ୍ଗ —୪. Sword.