Jump to content

ନିଷଙ୍ଗଧି

ଉଇକିଅଭିଧାନ‌ରୁ

ନିଷଙ୍ଗଧି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ନିଷଙ୍ଗ+ଧା ଧାତୁ+ଅଧି. ଇ)

[ସମ୍ପାଦନା]

ଖଣ୍ଡା ଯେଉଁ ଖୋଳରେ ରହେ; ଖଡ୍ଗକୋଷ — Scabbard; sheath.