ନିଷଙ୍ଗୀ
ଦେଖଣା
ନିଷଙ୍ଗୀ
ଉଚ୍ଚାରଣ
[ସମ୍ପାଦନା](ନିଷଙ୍ଗିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ.—(ନିଷଙ୍ଗ+ଅସ୍ତ୍ୟର୍ଥେ. ଇନ୍. ନିଷଙ୍ଗିନ୍); ୧ମା. ୧ବ.)
[ସମ୍ପାଦନା]- ୧. ଧନୁର୍ଦ୍ଧାରୀ — ୧. Holding a bow.
- ୨. ତୃଣୀରଧାରୀ —୨. Wearing a quiver; furnished with a quiver.
- ୩. ଖଡ୍ଗଧାରୀ (ହିନ୍ଦୀ - ଶ.) —୩. Holding a sword.
ସଂସ୍କୃତ - ବିଶେଷ୍ୟ - ପୁଂ.
[ସମ୍ପାଦନା]- ୧. ଧୃତରାଷ୍ଟ୍ରଙ୍କ ପୁତ୍ରବିଶେଷ — ୧. A son of Dhṛutarāshṭra.
- ୨. ଧନୁର୍ଦ୍ଧର ବ୍ୟକ୍ତି —୨. An archer.
- ୩. ଖଡ୍ଗଧାରୀ ବ୍ୟକ୍ତି —୩. A swordsman.