Jump to content

ନିଷତ

ଉଇକିଅଭିଧାନ‌ରୁ

ନିଷତ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ନିଃ+ଶକ୍ତି)

[ସମ୍ପାଦନା]
୧. ଶକ୍ତିହୀନ; — ୧. Powerless.
୨. ଅତ୍ୟନ୍ତ କ୍ଳାନ୍ତ —୨. Too much tired.

ଆପେ ଖେଳେ ଆପେ ବୁଲେ ଆପଣେ ନିଷତ ପ୍ରାଚୀ. ବ୍ରହ୍ମନିରୂପଣଗୀତା

୩. (ସଂସ୍କୃତ - ନିଃସତ୍ତ୍ୱ) ନିର୍ବଳ —୩. weak.