ନିଷଧ
ଦେଖଣା
ନିଷଧ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ - (ନି+ସଦ୍ ଧଆତୁ=ଗମନ କରିବା+ଅଧି. ଅ; ଦ=ଧ)
- ୧. ସୌବୀର ରାଜ୍ୟର ଉତ୍ତରସ୍ଥ ପ୍ରାଚୀନ ଦେଶ— ବିଶେଷ —୧. Name of a country of ancient India.
[ଦ୍ରଷ୍ଟବ୍ୟ —ନଳ ଏ ରାଜ୍ୟର ରାଜା ଥିଲେ ପ୍ରାଚୀନ ନିଷଧ ଦେଶ ବିନ୍ଧ୍ୟ ପର୍ବତର ଉତ୍ତରବର୍ତ୍ତୀ ଆଧୁନିକ କୁମାୟୁନ ଅଞ୍ଚଳ ବୋଲି ପଣ୍ଡିତମାନେ ନିର୍ଦ୍ଦେଶ କରନ୍ତି]
- ୨. (+କର୍ତ୍ତୃ. ଅ) ଇଳାବୃତର ଦକ୍ଷିଣରେ ହରିବର୍ଷ ଦେଶର ସୀମା ପର୍ବତ —୨. Name of a mythological mountain of India.
[ଦ୍ରଷ୍ଟବ୍ୟ —ଏହା ହିମାଳୟର ଉତ୍ତରରେ ଅବସ୍ଥିତ ଥିବାର କଥିତ]
- ୩. ସୂର୍ଯ୍ୟବଂଶୀୟ ନୃପତି କୁଶଙ୍କର ପୌତ୍ର — ୩. Name of a king, grandson of Kuṡa.
- ୪. ନିଷାଦ ସ୍ୱର —୪. The seventh musical note.
- ୫. ନିଷଧଦେଶୀୟ ଲୋକ — ୫. The people of the Nishadha country.
- ୬. କୁରୁଙ୍କର ଏକ ପୁତ୍ର — ୬. Name of a son of king Kuru.
ସଂସ୍କୃତ - ବିଣ—(+କର୍ମ. ଅ)
[ସମ୍ପାଦନା]- ୧. ଅଧର୍ଷଣୀୟ — ୧. Impregcable.
- ୨. କଠିନ —୨. Hard.
- ୩. ନିରାଟ; ଘନ —୩. Soild.