ନିଷାକର
(ନିଷକର—ଅନ୍ୟରୂପ)
ନିଷ୍କର; ଯେଉଁ ଭୂମିର କର ଦିଆଯାଏ ନାହିଁ — Rent-free (land).
ନିଷ୍କର ଜମି — Rent-free holding.