ନିଷିକ୍ତ
ଦେଖଣା
ନିଷିକ୍ତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ନି+ସିଚ୍ ଧାତୁ=ଛିଞ୍ଚିବା+କର୍ମ. ତ)
[ସମ୍ପାଦନା]- ୧. ଜଳାଭିଷିକ୍ତ; ସିକ୍ତ —୧. Wet; moistened.
- ୨. କ୍ଷରିତ —୨. Distilled; oozing.
- ୩. ପାଣି ଛିଞ୍ଚା ହୋଇଥିବା — ୩. Sprinkled with water.
- ୪. ପାଣି ମଡ଼ା ଯାଇଥିବା —୩. Irrigated.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବୀର୍ଯ୍ୟରୁ ଉତ୍ପନ୍ନ ଗର୍ଭ — Imperegnation due to semen.