Jump to content

ନିଷିଦ୍ଧ

ଉଇକିଅଭିଧାନ‌ରୁ

ନିଷିଦ୍ଧ

ଉଚ୍ଚାରଣ

[ସମ୍ପାଦନା]

ନିଷିଦ୍ଧି, ନିଷେଧ ବି

  • (file)

ସଂସ୍କୃତ - ବିଶେଷଣ - (ନି+ସିଧ୍ ଧାତୁ=ସମ୍ପନ୍ନ କରିବା+କର୍ମ. ତ)

[ସମ୍ପାଦନା]
୧. ନିବାରିତ (ବ୍ୟକ୍ତି ବା କର୍ମ) — ୧. Prohibited; forbidden; prevented.
୨. ବାଧାପ୍ରାପ୍ତ —୨. Interdicted; restrained.
୩. ତିରସ୍କୃତ —୩. Rebuked.
୪. ପରିହାର୍ଯ୍ୟ —୪. Avoidable; to be shunned.
୫. ମନ୍ଦ; ଖରାପ —୫. Bad.