Jump to content

ନିଷୂଦନ

ଉଇକିଅଭିଧାନ‌ରୁ

ନିଷୂଦନ

ଉଚ୍ଚାରଣ

[ସମ୍ପାଦନା]

(ନିସୂଦନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - କ୍ଳୀ (ନି+ସ୍ୱଦ୍ ଧାତୁ=ବଧ କରିବା+ଭାବ. ଅନ)

[ସମ୍ପାଦନା]
୧. ହତ୍ୟା; ବଧ; ମାରଣ — ୧. Killing; slaughter; murder.
୨. ନିବାରଣ; ନିଷେଧ —୨. Prohibition.

ସଂସ୍କୃତ - ବିଣ—(ନି+ସୂଦ୍ ଧାତୁ+କର୍ତ୍ତୃ. ଅନ)

[ସମ୍ପାଦନା]
୧. ବିନାଶକ —୧. Destroying.


୨. ନିବାରକ —୨. Preventing.
୩. ବଧକାରକ —୩. Killing.