Jump to content

ନିଷେକ

ଉଇକିଅଭିଧାନ‌ରୁ

ନିଷେକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନି+ସିଚ୍ ଧାତୁ= ପାଣି ଛିଞ୍ଚିବା+ଭାବ. ଅ)

[ସମ୍ପାଦନା]
୧. ସେଚନ; ଛିଞ୍ଚିବା —୧. Sprinking.
୨. ବର୍ଷଣ —୨. Raining; showering.
୩. କ୍ଷରଣ; ନିଃସ୍ରାବ —୩. Effusion; exudation.
୪. ଗର୍ଭଧାରଣାର୍ଥ ସ୍ତ୍ରୀ ପୁରୁଷର ବୀର୍ଯ୍ୟ ସେଚନ — ୪. Coition for the purpose of impregnation.
୫. ହିନ୍ଦୁମାନଙ୍କର ହଶବିଧ ସଂସ୍କାର ମଧ୍ୟରୁ ଏକ; ଗର୍ଭାଧାନ — ୫. One of the ୧୦ rituals of a Hindu.
୬. ଆର୍ଶୀର୍ବାଦ ଘର —୬. A ceremony to enusure conceptrion; consummation of marriage.
୭. ସେବନ —୭. Serving; partaking.
୮. ଆଧାନ —୮. The cotaining or being put in possession of a thing.
୯. ରେତଃ; ବୀର୍ଯ୍ୟ (ହିନ୍ଦୀ - ଶ.) —୯. Semen; virile.