Jump to content

ନିଷେଦିବାନ୍

ଉଇକିଅଭିଧାନ‌ରୁ

ନିଷେଦିବାନ୍

ଉଚ୍ଚାରଣ

[ସମ୍ପାଦନା]
(ନିଷେଦୁଷୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ [ନି+ସଦ୍ ଧାତୁ+କର୍ତ୍ତୃ.ବସ୍ (କ୍ୱସୁ) ନିଷେଦିବସ୍;]

[ସମ୍ପାଦନା]
୧. ଆସୀନ; ଉପବିଷ୍ଟ —୧. Seated.
୨. ସ୍ଥିତ —୨. Situated.