ନିଷେଧ
ଦେଖଣା
ନିଷେଧ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନି+ସିଧ୍ ଧାତୁ=ଭାବ. ଅ)
[ସମ୍ପାଦନା]- ୧. ନିବାରଣ; ବାରଣ; କୌଣସି କାର୍ଯ୍ୟ କରିବାକୁ ମନା କରିବା —୧. Forbidding; prohibition.
- ୨. ପ୍ରତିଷେଧ; ବିଧିବୈପରିତ୍ୟ — ୨. Exception to a rule; restriction.
- ୩. ନିବୃତ୍ତ —୩. Stoppage; cessation.
- ୪. ବାଧା; ରୋଧ —୪. Prevention; restraint.
- ୫. ତିରସ୍କାର —୫. Censure.
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ନିଷଧ)
[ସମ୍ପାଦନା]ନଳଙ୍କ ରାଜ୍ୟ; ନିଷିଧ — The kingdom of king Naḻa.
ବାରାସନ ନଳ ପ୍ରାୟ ନି,ଷଧ ଅଧିପ ଭଞ୍ଜ. ବୈଦେହୀଶବିଳାସ