Jump to content

ନିଷେଧକ

ଉଇକିଅଭିଧାନ‌ରୁ

ନିଷେଧକ

ଉଚ୍ଚାରଣ

[ସମ୍ପାଦନା]
(ନିଷେଧିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ନି+ସିଧ୍ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ନିବାରକ —୧. Prohibiting; forbidding; preventing.
୨. ପ୍ରତିରୋଧକ —୨. Obstructing.