ନିଷେଧନ
ବାରଣ; ମନା କରିବା —Prevention; forbidding.
ଯାକିଣ ଜଘନ୍ୟ କଲା ନିଷେଧନ ଧନ ନୁହେଁ ତହିଁ ଲୋଡ଼ ପୁନଃ ପୁନଃ ଭଞ୍ଜ. ପ୍ରେମସୁଧାନିଧି