Jump to content

ନିଷେଧିନୀ

ଉଇକିଅଭିଧାନ‌ରୁ

ନିଷେଧିନୀ

ଉଚ୍ଚାରଣ

[ସମ୍ପାଦନା]

(ନିଷେଧୀ—ପୁଂ)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ନି+ସିଧ୍ ଧାତୁ+କର୍ତ୍ତୃ. ଇନ; ସ୍ତ୍ରୀ. ଈ)

[ସମ୍ପାଦନା]
୧. ନିବାରଣକର୍ତ୍ତ୍ରୀ —୧. Preventing; prohibiting (female).
୨. ଯେ କୌଣସି ବସ୍ତୁକୁ ନ ଦେଇ ଅଟକାଏ — ୨. Witholding; keeping back.
୩. ଯେ ବାଧା ଦିଏ —୩. Obstructing.