Jump to content

ନିଷେବଣୀୟ

ଉଇକିଅଭିଧାନ‌ରୁ

ନିଷେବଣୀୟ

ଉଚ୍ଚାରଣ

[ସମ୍ପାଦନା]
[ନିଷେବଣୀ(ନୀ)ୟା—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - (ନି+ସେବ୍ ଧାତୁ=ସେବା କରିବା+କର୍ମ. ଅନୀୟ)

[ସମ୍ପାଦନା]

ଉପାସନୀୟ — ୧. Worshipable.

୨. ସେବନୀୟ —୨. Fit to be partaken of.
୩. ଆଚରଣୀୟ — ୩. Fit to be observed or practised.