ନିଷେବନ
ଦେଖଣା
ନିଷେବନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନି+ସେବ୍ ଧାତୁ=ଶୁଶ୍ରୁଷା କରିବା+ଭାବ. ଅନ)
[ସମ୍ପାଦନା]- ୧. ସେବା; ଶୁଶ୍ରୁଷା; ପରିହାର୍ଯ୍ୟା — ୧. Service.
- ୨. ସେବନ; ଖାଇବା —୨. Eating; partaking;
- ୩. ରୋଗଚର୍ଯ୍ୟା — ୩. Attendance on a patient tending.
- ୪. ଅଭ୍ୟାସନ; ଆଚରଣ — ୪. Observance; practice.
- ୫. ଉପାସନା; ଆରାଧନା — ୫. Worshipping; praying; adoration.
- ୬. ବ୍ୟସନାଦିରେ ରତ ହେବା — ୬. Addictedness to.
- ୭. ବ୍ୟବହାର —୭. Use.