Jump to content

ନିଷ୍କ

ଉଇକିଅଭିଧାନ‌ରୁ

ନିଷ୍କ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - ଓ କ୍ଳୀ (ନିର୍+କୈ ଧାତୁ= ଦୀପ୍ତିପାଇବା+କର୍ତ୍ତୃ. ଅ; ନିପାତନ)

[ସମ୍ପାଦନା]
୧. ସ୍ୱର୍ଣ୍ଣମୁଦ୍ରା; ମୋହର — ୧. Gold coin; gold mohar.
୨. ଦୀନାଇ; ୩୨: ରତିପରିମିତ ସ୍ୱର୍ଣ୍ଣ — ୨. Gold weighing ୩୨ Ratis.
୩. ୧୮: ମଷା ସୁବର୍ଣ୍ଣର ପରିମାଣ — ୩. Gold weighing ୧୦୮ Mashās.
୪. ୧୬: କାହାଣ କଉଡ଼ି ପରିମାଣ — ୪. A sum equal to ୧୬ Kāhāṇas of cowries or shell-money.
୫. ସୁବର୍ଣ୍ଣ —Gold.
୬. ସ୍ୱର୍ଣ୍ଣର ଉରୋଭୁଷଣ — ୬. A gold ornament for the breast.
୭. ସ୍ୱର୍ଣ୍ଣର କଣ୍ଠଭୁଷଣ — ୭. A gold ornament for the neck.
୮. ଚାରି ମଷା ଓଜନ — ୮. A standard weight of ୪ Mashās.
୯. ସ୍ୱର୍ଣ୍ଣପାତ୍ର (ହିନ୍ଦୀ - ଶ.) —୯. Golden utensil.
୧. ହୀରା (ହିନ୍ଦୀ - ଶ.) —୧୦. Diamond.