ନିଷ୍କଣ୍ଟକ
ଦେଖଣା
ନିଷ୍କଣ୍ଟକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍= ନାହିଁ+କଣ୍ଟକ= ବାଧା)
[ସମ୍ପାଦନା]- ୧. କଣ୍ଟକରହିତ; ଅକଣ୍ଟା — ୧. Thornless.
- ୨. ଶତ୍ରୁଶୂନ୍ୟ —୨. Free from ememies.
- ୩. ନିର୍ଦ୍ଦ୍ୱହ —Undisputed.
- ୪. ପ୍ରତିବନ୍ଧକରହିତ; ବାଧାହୀନ; ନିର୍ବିଘ୍ନ — ୪. Free from obstacles or impedements.
- ୫. ନିରୁପଦ୍ରବ — ୫. Painless; free from trouble or danger.
- ୬. ନିରାପଦ —୬. Safe.
- ୭. ପ୍ରତିଦ୍ୱନ୍ଦିଶୂନ୍ୟ — ୭. Having no rival; unrivalled.