ନିଷ୍କଣ୍ଟକ ରାଜତ୍ୱ
(ନିଷ୍କଣ୍ଟକ ରାଜ୍ୟ—ଅନ୍ୟରୂପ)
ଯେଉଁ ରାଜାଙ୍କର ରାଜତ୍ୱ କରିବାରେ କେହି ଶତ୍ରୁ ବା ପ୍ରତୀଦ୍ୱନ୍ଦୀ ନ ଥାଏ — A reign free from enemies or rivals.