Jump to content

ନିଷ୍କମ୍ପ

ଉଇକିଅଭିଧାନ‌ରୁ

ନିଷ୍କମ୍ପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍=ନାହିଁ+କମ୍ପ)

[ସମ୍ପାଦନା]
୧. କମ୍ପହୀନ — ୧. Motionless; unshaking,
୨. ସ୍ଥିର; ନିଶ୍ଚଳ —୨. Still; calm; steady.