Jump to content

ନିଷ୍କର

ଉଇକିଅଭିଧାନ‌ରୁ

ନିଷ୍କର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନୀର୍+କର)

[ସମ୍ପାଦନା]

ଯେଉଁ ରଏତି ଜମିର ଖଜଣା ଦେବାକୁ ହୁଏ ନାହିଁ; ମିହ୍ନା — Rent-free (land).

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଖଜଣା ଦେବା ଦାୟିତ୍ୱରୁ ମଫ୍ ପାଇଥିବା ରଏତି ବୃତ୍ତ —Rent-free holding.

[ଦ୍ରଷ୍ଟବ୍ୟ —ଯେଉଁ ଜମିର ଖଜଣା ଜମିଦାର ପ୍ରଜାକୁ ମାଫ୍ ଦିଅନ୍ତି ତାହାକୁ ନିଷ୍କର ଓ ଯେଉଁ ଜମି ନିମନ୍ତେ ରାଜାଙ୍କୁ ବା ସରକାରଙ୍କୁ ରାଜସ୍ୱ ଦିଆଯାଏ ନାହିଁ, ତାକୁ ଲାଖରାଜୀ (revenue free)ବୃତ୍ତ ବୋଲାଯାଏ ]