Jump to content

ନିଷ୍କର୍ମକ

ଉଇକିଅଭିଧାନ‌ରୁ

ନିଷ୍କର୍ମକ

ଉଚ୍ଚାରଣ

[ସମ୍ପାଦନା]
(ନିଷ୍କର୍ମକା—ସ୍ତ୍ରୀ) 

(ନିଷ୍କର୍ମଣ୍ୟ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ନିର୍+କର୍ମନ୍+କ)

[ସମ୍ପାଦନା]

ଅକର୍ମା; କର୍ମରହିତ — Without work; unemployed.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଅଳସୁଆ ଲୋକ — A loafer; an idle fellow.