Jump to content

ନିଷ୍କର୍ମା

ଉଇକିଅଭିଧାନ‌ରୁ

ନିଷ୍କର୍ମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନିଷ୍କର୍ମନ୍; ବହୁବ୍ରୀହି; ନିର୍= ନାହିଁ+କର୍ମନ୍= କାର୍ଯ୍ୟ)

[ସମ୍ପାଦନା]
୧. ନିର୍ବ୍ୟାପାର; କର୍ମରହିତ; ନିକିମା — ୧. Unemloyed; unoccupied.
୨. ଅଳସ; ଅକର୍ମଣ୍ୟ — ୨. Lazy; slothful; indolent; idle.


୩. ନିଶ୍ଚେଷ୍ଟ; ନିରୁତ୍ସାହ —୩. Destitute of exertion.

[ଦ୍ରଷ୍ଟବ୍ୟ — ଏଥିର ଅପଭ୍ରଂଶ—ନିକମା ]

ଦେଶଜ - ବିଶେଷଣ -

[ସମ୍ପାଦନା]

ଅକାମିକା — worthless, useless; fit for noting.