ନିଷ୍କର୍ଷ
ଦେଖଣା
ନିଷ୍କର୍ଷ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନିର୍+କୃଷ ଧାତୁ= ଚଷିବା+ଭାବ. ଅ)
[ସମ୍ପାଦନା]- ୧. ନିଶ୍ଚୟ —୧. Certainty.
- ୨. ଇୟତ୍ତା; ସ୍ଥିରୀକରଣ —୨, Ascertainment.
- ୩. ସାର୍; ନିର୍ଯ୍ୟାସ — ୩. Essence; extract; substance.
- ୪. ନିଃସାରଣ; ନିଗାଡ଼ିବା; ବାହାରେ କରିବା — ୪. Extraction; drawing out.
- ୫. ସାରମର୍ମ୍ମ —୫. Essential meaning or import.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ନିଶ୍ଚିତ —୧. Certain.
- ୨. ସ୍ଥିର; ଅଟଳ —୨. Firm; fixed.