ନିଷ୍କର୍ଷଣ
ଦେଖଣା
ନିଷ୍କର୍ଷଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନିର୍+କୃଷ୍ ଧାତୁ=ଚାଷ କରିବା+ଭାବ ଅନ)
[ସମ୍ପାଦନା]- ୧. ନିଷ୍ପତ୍ତକରଣ; ମେଣ୍ଟାଇବା — ୧. Decididing; coming to a decision.
- ୨. ଉଦ୍ଧାରଣ; ନିଃସାରଣ — ୨. Act of drawing or pulling out; extraction; exerication.
- ୩. ନିଯୋଜନ —୩. Appointing.
- ୪. ବିଶ୍ୱାସ କରିବା —୪. Trusting.
- ୫. ନିଶ୍ଚୟକରଣ —୫. Ascertaining.
- ୬. ନିଷ୍କାସନ; ବହିଷ୍କରଣ —୬. Expelling.
- ୭. ଅପନୋଦନ; ଅପନାୟକ — ୭. Obliteration; removal.