ନିଷ୍କଳା
ଦେଖଣା
ନିଷ୍କଳା
ଉଚ୍ଚାରଣ
[ସମ୍ପାଦନା](ନୀଷ୍କଳୀ—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - ସ୍ତ୍ରୀ (ନିଷ୍କଳ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ବନ୍ଧ୍ୟା — ୧. Barren (Woman).
- ୧. ବିଗତାର୍ତ୍ତବା; ନିବୃତ୍ତରଜସ୍ନା — ୨. (a woman) Past menstruation; past childbearing.
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ନିବୃତ୍ତରଜସ୍ନା ସ୍ତ୍ରୀ —୧. A woman whose menses have ceased to appear; a woman past menstruation or child bearing.
- ୨. ବୁଢ଼ୀ —୨. An old woman.