Jump to content

ନିଷ୍କାମୀ

ଉଇକିଅଭିଧାନ‌ରୁ

ନିଷ୍କାମୀ

ଉଚ୍ଚାରଣ

[ସମ୍ପାଦନା]
(ନିଷ୍କାମିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ନିଷ୍କାମ; କାମନାରହିତ — ୧. Free from lust or irregular desire.
୨. ନିଃସ୍ୱାର୍ଥ —୨. Unselfish; selfless.