ନିଷ୍କାମ୍
ଦେଖଣା
ନିଷ୍କାମ୍
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ସମ୍ୱଲପୁର) ଅ
[ସମ୍ପାଦନା]ବିଲ୍କୁଲ୍; ଆଦୌ; ଜମାରୁ — At all; totally.
ନିଷ୍କାମ୍
ଉଚ୍ଚାରଣ
[ସମ୍ପାଦନା](ନିଷ୍କାମା—ସ୍ତ୍ରୀ)
(ନିଷ୍କାମତା—ବି)
ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+କାମ=ସ୍ପୃହା)
[ସମ୍ପାଦନା]- ୧. କାମନାଶୂନ୍ୟ; କାମନାରହିତ — ୧. Free from lust or desire.
- ୨. ନିସ୍ପୃହ; ନିର୍ମମ — ୨. Indifferent; disinterested.
- ୩. ବିଷୟ ଭୋଗଚ୍ଛାଶୂନ୍ୟ — ୩. Free from the desire of worldly enjoyment.
- ୪. ଅନିଚ୍ଛୁକ —୩. Unwilling; reluctant.