ନିଷ୍କାରଣ
ଦେଖଣା
ନିଷ୍କାରଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+କାରଣ)
[ସମ୍ପାଦନା]- ୧. ଅକାରଣ; କାରଣଶୂନ୍ୟ; ଅହେତୁକ — ୧. Causeless; groundless.
(ଯଥା— ନିଷ୍କରଣ ଶତ୍ରୁ; ନିଷ୍କାରଣବନ୍ଧୁ )
ଗୁରୁ ଯେବେ ଶିଷ୍ୟକୁ ନିଷ୍କରଣ ମାରେ ହିଂସ୍ର ଜନ୍ତୁ ହୋଇଣ ଜନ୍ମଇ ମହୀରେ— କୃଷ୍ଣସିଂହ. ମହାଭାରତ. ଅନୁଶାସନ
- ୨. ନିଷ୍କାମ —୨. Disinterested.
- ୩. ବ୍ୟର୍ଥ; ବୃଥା —୩. Vain.