Jump to content

ନିଷ୍କାଳକ

ଉଇକିଅଭିଧାନ‌ରୁ

ନିଷ୍କାଳକ

ଉଚ୍ଚାରଣ

[ସମ୍ପାଦନା]
(ନିଷ୍କାଳିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ନିର୍=ନିର୍ଗତ+କାଳକ= କେଶାଦି)

[ସମ୍ପାଦନା]

ମୁଣ୍ଡିତମସ୍ତକ, ଘୃତାକ୍ତ ଦେହ, ପ୍ରାୟଶ୍ଚିତ ଯୋଗ୍ୟ (ବ୍ୟକ୍ତି) —(a penitent) Shaved and besmeard with ghee, preparatory to undergoing a penance.