Jump to content

ନିଷ୍କାଶ

ଉଇକିଅଭିଧାନ‌ରୁ

ନିଷ୍କାଶ

ଉଚ୍ଚାରଣ

[ସମ୍ପାଦନା]

(ନିଷ୍କାସ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ନିର୍+କଶ୍ ଧାତୁ=ଗମନ କରିବା+ଅଧି. ଅ)

[ସମ୍ପାଦନା]
୧. ପ୍ରସାଦର ବାହାରକୁ ଥିବା ଅଂଶ; ପ୍ରାସାଦର ବାରଣ୍ଡା; ପିଣ୍ଡା — ୧. Varanda; a portico; porch; balcony.
୨. (+ଭାବ. ଅ) ନିଃସରଣ —୨. Coming out.
୩. ବହିର୍ଦ୍ୱାରସ୍ଥ ମଣ୍ଡପ (ଜ୍ଞାନେନ୍ଦ୍ର) — ୩. A pavillion outside a house.
୪. ନିଷ୍କାଶନ (ଜ୍ଞାନେନ୍ଦ୍ର) (ଦେଖ) - ୪. Nishkāṡana (See)