ନିଷ୍କାଶନ
ଦେଖଣା
ନିଷ୍କାଶନ
ଉଚ୍ଚାରଣ
[ସମ୍ପାଦନା](ନିଷ୍କାସନ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ନିର୍=ବାହାରକୁ+କେଶ୍ ଧାତୁ= ଗମନ କରିବା +ଭାବ. ଅନ)
[ସମ୍ପାଦନା]- ୧. ପଦାକୁ ବାହାରିବା; ଫୁଟିବା — ୧. Blowing (as a flower).
- ୨. ବହିଷ୍କରଣ; ଦୂରିକରଣ — ୨. Expelling; driving away; turning out.
- ୩. ନିଃସାରଣ —୩. Expulsion.
- ୪. ନିର୍ବାସନ — ୪. Act of exiling or banishing.