ନିଷ୍କାଶିତ
ଦେଖଣା
ନିଷ୍କାଶିତ
ଉଚ୍ଚାରଣ
[ସମ୍ପାଦନା](ନିଷ୍କାସିତ—ଅନ୍ୟରୂପ)
ନିଷ୍କାଶିତା, ନିଷ୍କାସିତା ସ୍ତ୍ରୀ
ସଂସ୍କୃତ - ବିଶେଷଣ - (ନିର୍+କଶ୍ ବା କସ୍ ଧାତୁ,ଣିଚ+କର୍ମ. ତ)
[ସମ୍ପାଦନା]- ୧. ବହିଷ୍କୃତ; ଦୂରୀକୃତ; ତାଡ଼ିତ —୧. Expelled; driven out; turned out.
- ୨. ନିର୍ବାସିତ — ୨. Exiled; banished.
- ୩. ନିଃସାରିତ —୩. Drawn out; removed.
- ୪. ସ୍ଥାପିତ —୪. Eastablished; placed.
- ୫. ଅଧିକୃତୃ —୫. Possessed.
- ୬. ବିକଶିତ; ପ୍ରସ୍ଫୁଟିତ — ୬. Blown; expanded.
- ୭. ତିରସ୍କୃତ —୭. Censured.
- ୮. ନିନ୍ଦିତ —୮. Blamed; reviled.