Jump to content

ନିଷ୍କାଶୀ

ଉଇକିଅଭିଧାନ‌ରୁ

ନିଷ୍କାଶୀ

ଉଚ୍ଚାରଣ

[ସମ୍ପାଦନା]
(ନିଷ୍କାଶିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ନିର୍+କଶ୍ ଧାତୁ ଣିଚ୍+କର୍ତ୍ତୃ. ଇନ୍;୧ମା. ୧ବ.)

[ସମ୍ପାଦନା]

ନିଃସାରକ; ବହିଷ୍କାରକ —Expelling.