Jump to content

ନିଷ୍କିଞ୍ଚନ

ଉଇକିଅଭିଧାନ‌ରୁ

ନିଷ୍କିଞ୍ଚନ

ଉଚ୍ଚାରଣ

[ସମ୍ପାଦନା]
(ନିଷ୍କଞ୍ଚିନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ନିର୍=ନିର୍ଗତ+କିଞ୍ଚନ= ଧନମାତ୍ର)

[ସମ୍ପାଦନା]
୧. ଦରିଦ୍ର; ଅକିଞ୍ଚନ — ୧. Poor.
୨. ଧନହୀନ —୨. Penniless.
୩. ବିଷୟବିରାଗୀ — ୩. Indifferent to worldly affairs.