ନିଷ୍କୁଳ
ଦେଖଣା
ନିଷ୍କୁଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ନିର୍=ନାହିଁ+କୁଳ=ସପିଣ୍ଡାଦି, ବିଂଶ, ବହୁବ୍ରୀହି)
[ସମ୍ପାଦନା]- ୧. ନିର୍ବଂଶ; କୁଳରହିତ; ଜ୍ଞାତିହୀନ — ୧. Having no family or agnates; having no family connection.
- ୨. ନିରବୟବ —୨. Limbless.
- ୩. କୁଳଚ୍ୟୁତ — ୩. Expelled from the family.
- ୪. ବିଷୟତ୍ୟାଗି; ସଂସାରତ୍ୟାଗୀ — ୪. One who has renounced the world.