Jump to content

ନିଷ୍କୃଷ୍ଟ

ଉଇକିଅଭିଧାନ‌ରୁ

ନିଷ୍କୃଷ୍ଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନିର୍+ କୃଷ୍ ଧାତୁ= ନିର୍ଗତକରିବା+ ତ)

[ସମ୍ପାଦନା]
୧. ନିଷ୍ପୀଡ଼ିତ; ମର୍ଦ୍ଦିତ — ୧. Pressed; squeezed; wrung out.
୨. ନିର୍ଗଳିତ —୨. Extracted; drawn forth.
୩. କ୍ଷରିତ —୩. Distilled; drripping; oozing.
୪. ସ୍ଥିରୀକୃତ; ନିଶ୍ଚିତ — ୪. Certain; ascertained; sure.
୫. ପ୍ରକୃତ; ଯଥାର୍ଥ —୫. Real.
୬. ସାରଭୂତ —୬. Essential.
୭. ନିଃସନ୍ଦେହ —୭. Undoubted; doubtless.
୮. ସ୍ପଷ୍ଟ; ପରିସ୍ଫୁଟ — ୮. Clear; plain; patent.
୯. ପ୍ରମାଣିତ —୯. Evident; proven.